କାତି Kāti

  • ଦେ. ବି. (ସଂ. କର୍ତ୍ତରୀ) — କଟୁରୀ — Billhook
  • ଦେ. ବି. (ସଂ. କର୍ତ୍ତରୀ) — ମର୍ମରେ ଭେଦଇ ନହଲ କାତି। କବିସୂର୍ଯ୍ୟ, କବିତା।
  • ଦେ. ବି. (ସଂ. କର୍ତ୍ତରୀ) — ମାଛ ପ୍ରଭୃତିର ଦେହ ଉପରିସ୍ଥ ଆବରଣ — Scale over the body of fish
  • ଦେ. ବି. (ସଂ. କର୍ତ୍ତରୀ) — ସାପର ଖୋଳ — Slough of a snake
  • ଦେ. ବି. (ସଂ. କର୍ତ୍ତରୀ) — ଯେସନେକ ଶ୍ୱେତନାଗ ବିସର୍ଜଇ କାତି। ବିଷ୍ଣୁକେଶରୀ ପୁରାଣ।
  • ଦେ. ବି. (ସଂ. କର୍ତ୍ତରୀ) — ଛୋଟ କଟୁରୀ — Small billhook
  • ଦେ. ବି. (ସଂ. କର୍ତ୍ତରୀ) — ନିର୍ଲ୍ଲଜ ଅଭିମାନେ ଡେରି ଛାତି, ହାତୀ ଲଢ଼ାଇକି ବାନ୍ଧିଛି କାତି। କବିସୂର୍ଯ୍ୟ, କବିତା।
  • ଦେ. ବି. (ସଂ. କର୍ତ୍ତରୀ) — ଛୁରି — Knife
  • ଦେ. ବି. (ସଂ. କର୍ତ୍ତରୀ) — କାତି ହେଲା ସେ ଏବେ କାଟି ଦେବାକୁ ଗଳା। ଦୀନକୃଷ୍ଣ, ରସକଲ୍ଲୋଳ।