କାତି ଛାଡ଼ିବା (ଦେହରୁ) Kāti chhāṟḍ̠ibā

  • ଦେ. ବି — କାତି ଆକୃତିବିଶିଷ୍ଟ ଚର୍ମ ଦେହରୁ ଉଠିବାରୂପ ରୋଗ — A kind of skin disease; porcupine disease
  • ଦେ. ବି — ସାପ ଦେହରୁ ଖୋଳ ତ୍ୟାଗ କରିବା — Sloughing of a snake