କାତିମାନ୍ଦୁସିଝୁ Kātimāndusijhu
- ପ୍ରାଦେ. (ଗଡ଼ଜାତ)— ବି — ପର୍ବତ ଓ ଜଙ୍ଗଲରେ ଥିବା ଏକପ୍ରକାର ସିଝୁ — A kind of mountainous Euphorbia
- ପ୍ରାଦେ. (ଗଡ଼ଜାତ)— ବି — [ଦ୍ର—ଏହା 8/10 ହାତ ଉଚ୍ଚ ହୁଏ।ଏହାର କ୍ଷୀର ବାତ— ରୋଗରେ ଔଷଧ ହୁଏ। କ୍ଷୀର ଆଣିବାକୁ ହେଲେ ବଟା ପିଆଜ ଦେହରେ ବୋଳିବାକୁ ପଡ଼େ; ନଚେତ କ୍ଷୀରର ଧାଁସରେ ଦେହରେ ଘାଆ ହୋଇଯାଏ।] — [ଦ୍ର—ଏହା8/10ହାତ ଉଚ୍ଚ ହୁଏଏହାର କ୍ଷୀର ବାତ— ରୋଗରେ ଔଷଧ ହୁଏ କ୍ଷୀର ଆଣିବାକୁ ହେଲେ ବଟା ପିଆଜ ଦେହରେ ବୋଳିବାକୁ ପଡ଼େ; ନଚେତ କ୍ଷୀରର ଧାଁସରେ ଦେହରେ ଘାଆ ହୋଇଯାଏ]