କାତ କରିବା Kāt karibā

  • ପ୍ରାଦେ. କ୍ରି (କୁସ୍ତିଖେଳରେ ଶଦ୍ଦ) — ମୁହଁ ମଡ଼ାଇ ଶୁଆଇ ଦେବା — To lay one prostrate
  • ପ୍ରାଦେ. କ୍ରି (କୁସ୍ତିଖେଳରେ ଶଦ୍ଦ) — ଅଣେଇ ପକାଇବା — To incline; to lay on the side