କାଣ୍ତୁଆ Kāṇḍuā

  • ଦେ. ବିଣ. ପୁଂ. (ସଂ କଣ୍ତୁ) (ଗାଳିରେ ବ୍ଯବହୃତ) — ଖେଚଡ଼ା; ଦୁଷ୍ଟ — Wicked; wanton
  • ଦେ. ବିଣ. ପୁଂ. (ସଂ କଣ୍ତୁ) (ଗାଳିରେ ବ୍ଯବହୃତ) — କଳିଆ; କଳହପ୍ରିୟ — Quarrelsome
  • ଦେ. ବିଣ. ପୁଂ. (ସଂ କଣ୍ତୁ) (ଗାଳିରେ ବ୍ଯବହୃତ) — ଅତି କାମୁକ; କାମାତୁର; ରତିରେ ଅତୃପ୍ତ — Lustful; libidinous; rakish; lascivious
  • ଦେ. ବିଣ. ପୁଂ. (ସଂ କଣ୍ତୁ) (ଗାଳିରେ ବ୍ଯବହୃତ) — ନିନ୍ଦ୍ୟଜୀବୀ — Of low occupation
  • ଦେ. ବିଣ. ପୁଂ. (ସଂ କଣ୍ତୁ) (ଗାଳିରେ ବ୍ଯବହୃତ) — କାଣ୍ତଜୀବୀ; ବାଣୁଆ — Living on archery or hunting
  • ଦେ. ବିଣ. ପୁଂ. (ସଂ କଣ୍ତୁ) (ଗାଳିରେ ବ୍ଯବହୃତ) — ଧନୁର୍ଦ୍ଧର — Armed with bow and arrow