କାଣ୍ଡିଆ Kāṇḍiā
- ଦେ. ବି — ଅଠାକାଣ୍ଡିଆ; ପକ୍ଷୀଙ୍କୁ ନଳଦ୍ୱାରା ଧରିବା ପାଇଁ ବ୍ଯବହୃତ ଅଠାଯୁକ୍ତ କାଠି — A stick smeared with bird-lime to catch birds with; a bird-twig
- ଦେ. ବି — ବ୍ୟାଧ ଯେଉଁ ରୂପରେ କାଣ୍ଡିଆ ପକାଇ; ତୁନି ହୋଇଥାଏ ସେରୂପେ ତୁନି ହୋଇ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବି — ଚାଳଘରର ରୁଅମାନଙ୍କୁ ଶୃଙ୍ଖଳାବଦ୍ଧଭାବରେ ରଖିବା ପାଇଁ ଫୋଡ଼ ଭିତର ବାଟେ ଦିଆ ଯାଇଥିବା ମୂଳି ବାଉଁଶର ସରୁ ଓ ଛୋଟ ଖଣ୍ଡମାନ — Small bits of bamboo thrust into the eyes of rafters of a thatched house to keep the rafters in a row
- ଦେ. ବିଣ. (ସଂ. କଣ୍ଡିତ) — 1 . ତୁଷ ଆଦି ପରିଷ୍କୃତ ହୋଇଥିବା (ଶସ୍ୟାଦି) — 1. ତୁଷ ଆଦି ପରିଷ୍କୃତ ହୋଇଥିବା (ଶସ୍ୟାଦି)— 1. (grains) Cleansed of husks
- ଦେ. ବିଣ. (ସଂ. କଣ୍ଡିତ) — ଜଳଖିଆ ପାଇଁ ଆଚ୍ଛା କାଣ୍ଡିଆ ସରୁଚୁଡ଼ା ହୁଅନ୍ତା— ଫକୀରମୋହନ, ଛମାଣଆଠଗୁଣ୍ଠ।
- ଦେ. ବିଣ. (ସଂ. କଣ୍ଡିତ) — ଧାନ କୁଟା ହେବା ପରେ ଶେଷଥର କଣ୍ଡା ହେବା ଓ ଉତ୍ତମରୂପେ କୁଟା ହେବା ଯୋଗୁଁ ଉତ୍ପନ୍ନ (କୁଣ୍ଡା) — (husks) Produced after the final husking of paddy