କାଣ୍ଡାରୀ Kāṇḍārī

  • ଦେ. ବି. (ସଂ. କର୍ଣ୍ଣଧାର; ବଙ୍ଗଳା ଭାଷାରୁ ଗୃହୀତ) — ନୌକାର କର୍ଣ୍ଣଧାର; ଯେ ଡଙ୍ଗାର କେରୁଆଳକୁ ଧରି ଥାଏ; ନୌକାର ମଙ୍ଗଧରା — Helmsman; steersman
  • ଦେ. ବି. (ସଂ. କର୍ଣ୍ଣଧାର; ବଙ୍ଗଳା ଭାଷାରୁ ଗୃହୀତ) — (ଲକ୍ଷଣାର୍ଥ)—ବିପଦରୁ ଉଦ୍ଧାରକାରୀ ବ୍ଯକ୍ତି — Deliverer form troubles or difficulties
  • ଦେ. ବି. (ସଂ. କର୍ଣ୍ଣଧାର; ବଙ୍ଗଳା ଭାଷାରୁ ଗୃହୀତ) — ତୁମ୍ଭବିନା ଆଉ କିଏ ପାପୀର କାଣ୍ଡାରୀ। ମଧୁସୂଧନ।