କାଣ୍ଡଶର Kāṇḍaṡara

  • ଦେ. ବି. (ସଂ. କାଣ୍ଡ+ଶର) — ଶରତୃଣ; ଜୁଣ; ଏକଜାତୀୟ ଡେଙ୍ଗା ତୃଣ; ମୁଞ୍ଜ ତୃଣ — A kind of tall reed; the Munāja grass
  • ଦେ. ବି. (ସଂ. କାଣ୍ଡ+ଶର) — ଉଦ୍ରିକ୍ତ ଲିଙ୍ଗ — Erected penis
  • ଦେ. ବି. (ସଂ. କାଣ୍ଡ+ଶର) — ଧନୁ ଏବଂ ଶର — Bow and arrow