କାଣ୍ଡର୍ଷି Kāṇḍarshi

  • ସଂ. ବି. (ମ. ପ. ଲୋ.; କାଣ୍ଡପ୍ରଣେତା ଋଷି) — ବେଦାଂଶ ପ୍ରକାଶକ ବା ବିଚାରକ ମୁନି — A sage who published or commented on a certain part of the Bedas
  • ସଂ. ବି. (ମ. ପ. ଲୋ.; କାଣ୍ଡପ୍ରଣେତା ଋଷି) — [ଦ୍ର—କର୍ମକାଣ୍ଡର ପ୍ରକାଶକ—ଜୈମିନି; ଭକ୍ତିକାଣ୍ଡର ପ୍ରକାଶକ— ଶାଣ୍ଡିଲ୍ୟ; ବ୍ରହ୍ମକାଣ୍ଡର ବିଚାରକ—ବେଦବ୍ୟାସ।]