କାଣ୍ଡଗ୍ରହ Kāṇḍagraha

  • ସଂ. ବି. ( 6 ଷ୍ଠୀ ତତ୍; କାଣ୍ଡ+ ଗ୍ରହ) — ଉପସ୍ଥିତ ବ୍ୟାପାର ବା ସମସ୍ୟା ସମ୍ବନ୍ଧେ ସମ୍ୟକ୍ ଜ୍ଞାନ ବା ବୋଧ — A clear understanding of the matter in hand; a proper grasp of the question at issue