କାଣ୍ଡକାଣ୍ଡକ Kāṇḍakāṇḍaka
- ସଂ. ବି—(କାଣ୍ଡ+କାଣ୍ଡ+କ) — ବିଲରେ ବା ଜଳାଶୟ କୂଳରେ ଜନ୍ମିବା ଏକ ପ୍ରକାର ତୃଣ — An Aquatic reed growing in paddy fields and bogs; used for being woven in to mats
- ସଂ. ବି—(କାଣ୍ଡ+କାଣ୍ଡ+କ) — [ଦ୍ର—ଏଥିରେ ମଶିଣା ଓ ମୁନ୍ଦୁରା ବୁଣା ହୁଏ, ଏହାର କାଣ୍ଡ ତ୍ରିକୋଣ; କାଣ୍ଡର ଅଗରେ ଗୋଛା ଗୋଛା ଫୁଲ ଧରେ।]
- ସଂ. ବି—(କାଣ୍ଡ+କାଣ୍ଡ+କ) — କାଶତୃଣ — The kāṡa reed