କାଣ୍ଟି Kāṇṭi
- ଦେ. ବି. (ସଂ. କିଟ୍ଟ) — ଭାଣ୍ଡ ତଳରେ ବସିଥିବା ତୈଳାଦିର ମଳ — The dregs of oil which settle down a can; the less; sediment; dross
- ଦେ. ବି. (ସଂ. କିଟ୍ଟ) — ବଳ; ପରାକ୍ରମ; କାଣ୍ଟୁ — Power
- ଦେ. ବି. (ସଂ. କିଟ୍ଟ) — ମନର କଣ୍ଡୁ — Itching of the mind
- ଦେ. ବି. (ସଂ. କିଟ୍ଟ) — (ଯଥା—ତାର କାଣ୍ଟି ମରିଗଲାଣି=ମନକଣ୍ଡୁ ଥଣ୍ଡା ହୋଇ— ଗଲାଣି।)