କାଣିକଛା Kāṇikachhā

  • ଦେ. ବି. — ଓଡ଼ିଆ ସ୍ତ୍ରୀଲୋକମାନେ ଏକଘେର କରି ପିନ୍ଧିଥିବା ଲୁଗାର ଯେଉଁ କାନିକୁ ପଛଆଡ଼େ ଖୋସି ଲୁଗା ପିନ୍ଧନ୍ତି — The end of the cloth tucked down and taken up towards the back-side by females