କାଣିକଉଡ଼ି Kāṇikauṟḍ̠i

  • ଦେ. ବି. — ଅତି ଛୋଟ କଉଡ଼ି — A tiny cowrie
  • ଦେ. ବି. — ଛିଦ୍ରଯୁକ୍ତ ବା ଭଗ୍ନ କଉଡ଼ି — A worthless shell money
  • ଦେ. ବି. — କାଣି କଉଡ଼ି ପିତା ତାଳ, ୟାକୁ ଦେଉଥିବ ରାତ୍ରିକାଳ—ଢଗ।