କାଣିକଉଡ଼ା Kāṇikauṟḍ̠ā

  • ଦେ. ବି. — ଚତୁର୍ମାସ୍ୟାରେ ବାଡ଼ ଆଦିରେ ମାଡ଼ିବା ଲତା— ବିଶେଷ — A wild creeper
  • ଦେ. ବି. — [ଦ୍ର—ଏହାର ଫୁଲ ଆଙ୍ଗୁଠି ପରି। ଫୁଲର ଭିତର କଳା। ଏହାର ଫଳକୁ ଗଞ୍ଜାମର ଗରିବ ଲୋକ ତରକାରି କରନ୍ତି।]