କାଣିଆଙ୍ଗୁଠି Kāṇiāṅguṭhi
- ଦେ. ବି (ସଂ. କନିଷ୍ଠ ଓ ଅଙ୍ଗୁଷ୍ଠି) — ହାତ ଓ ଗୋଡ଼ର ସବ୍ୱା ସାନ ଆଙ୍ଗୁଳି; କନିଷ୍ଠାଙ୍ଗୁଳି — The little finger of the hand or foot
- ଦେ. ବି (ସଂ. କନିଷ୍ଠ ଓ ଅଙ୍ଗୁଷ୍ଠି) — ଡାହାଣ ପାଦ କାଣିଆଙ୍ଗୁଠିଗୋଟି ବାଜି, ସାତ ଯୋଜନ ପର୍ବତଶୃଙ୍ଗ ଗଲା ଭାଜି। ସାରଳା, ମହାଭାରତ, ଆଦ୍ୟ।