କାଠ୍ କାଠ୍ Kāṭh kāṭh

  • ଦେ. ବିଣ. (ସଂ. କାଷ୍ଠ; କାଷ୍ଠପରି ଜଡ଼ ବା ଗତିହୀନ) — କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ; ଅନିଚ୍ଛୁକ; ପାରାଙ୍ମୁଖ — Hesitating to do a work; shrinking from doing a work
  • ଦେ. ବିଣ. (ସଂ. କାଷ୍ଠ; କାଷ୍ଠପରି ଜଡ଼ ବା ଗତିହୀନ) — ଥକ୍କା ଥକ୍କା; ଅଳସୁଆ — Idle; stationary; halting; not forward
  • ଦେ. ବିଣ. (ସଂ. କାଷ୍ଠ; କାଷ୍ଠପରି ଜଡ଼ ବା ଗତିହୀନ) — କାଠ ପରି ଟାଣୁଆ; ହାଡ଼ୁଆ — Hard to the touch; tough
  • ଦେ. ବିଣ. (ସଂ. କାଷ୍ଠ; କାଷ୍ଠପରି ଜଡ଼ ବା ଗତିହୀନ) — ନିରବ; ନିଶ୍ଚଳ, ନିଷ୍ପନ୍ଦ — Still