କାଠେଁ କାଠେଁ ରହିବା Kāṭheñ kāṭheñ rahbā
- ପ୍ରାଦେ. (ସମ୍ବଲପୁର) କ୍ରି. — ନୀରବ ନିଶ୍ଚଳ ହୋଇ ରହିବା — (like a log of wood) To be still; to keep quiet
- ପ୍ରାଦେ. (ସମ୍ବଲପୁର) କ୍ରି. — କୌଣସି କାର୍ଯ୍ୟ କରିବାକୁ ପଶ୍ଚାଦ୍ପଦ ହେବା ବା ଅନିଚ୍ଛା ପ୍ରକାଶ କରିବା — To express unwillingness to do a work; to hesitate; to waver