କାଠୁରିଆ Kāṭhuriā
- ଦେ. ବି. (ସଂ. କାଷ୍ଠହର) — କାଷ୍ଠଛେଦକ ବ୍ଯକ୍ତି — Wood cutter
- ଦେ. ବି. (ସଂ. କାଷ୍ଠହର) — ବଣରୁ କାଠ କାଟିଆଣି ବିକ୍ରି କରିବା ବ୍ଯକ୍ତି — Woodman; one who cuts and sells wood
- ଦେ. ବି. (ସଂ. କାଷ୍ଠହର) — ତହିଁରେ ଚୁଲ୍ଲୀ ଜାଳି କାଠୁରିଆଙ୍କର ବରତନ ମଧ୍ୟ କରିବଇ ମୋର—କୃଷ୍ଣସିଂହ, ମହାଭାରତ।