କାଠୁଆ ମାଛ Kāṭhuā māchha
- ଦେ. ବି. — ବାଲିଗରଡ଼ା (ମାଛ) (ଦେଖ) — B Bāligaraṟḍ̠ā (fish) (See)
- ଦେ. ବି. — [ଦ୍ର—ଏମାନେ ଅନ୍ଯ ମାଛମାନଙ୍କ ପରି ଚଞ୍ଚଳିଆ ନୁହନ୍ତି, ଏଥିପାଇଁ ସହଜରେ ଧରାପଡ଼ନ୍ତି]
- ଦେ. ବି. — ଯେଉଁ ମାଛ ଖାଇବାକୁ ସୁସ୍ୱାଦ ନୁହନ୍ତି — Fish which is not savoury to the taste