କାଠିଲାଗି Kāṭhilāgi
- ଦେ. ବି. (ରାଜା ଓ ଦେବତାଙ୍କ ପ୍ରତି ପ୍ରଯୁଜ୍ୟ) — ଦେବତା ଓ ରାଜାମାନଙ୍କର ଦନ୍ତଧାବନ ନୀତି — The ceremony of cleansing the teeth of Rājās and Deities
- ଦେ. ବି. (ରାଜା ଓ ଦେବତାଙ୍କ ପ୍ରତି ପ୍ରଯୁଜ୍ୟ) — ଖଟଣୀ ସାମନ୍ତମାନେ ଉଚିତ ବିଧିବିଧାନେ କାଠିଲାଗି ମାଜଣା ସେବାକୁ ବସନ୍ତି। ଦୀନକୃଷ୍ଣ।