କାଠିପୋକ Kāṭhipoka
- ଦେ. ବି — ଦେଖିବାକୁ କାଠି ପରିଝିଣ୍ଟିକା ଜାତୀୟ ଏକ ପ୍ରକାର ପୋକ; ଝିଣ୍ଟିକାବିଶେଷ; ଡାହାଣୀ ପୋକ — Stick insect; Diapheromera Femorata
- ଦେ. ବି — [ଦ୍ର—ଏମାନେ 7।8 ଆଙ୍ଗୁଳ ଲମ୍ବ। ଏ ପୋକ ଅନେକ ସମୟରେ ଡେଣାକୁ ଟେକନ୍ତି ଏବଂ ପିଲାମାନେ ଏମାନଙ୍କୁ ଦେଖି ପଚାରନ୍ତି—"ସମୁଦ୍ରରେ କେତେ ପାଣି?" ଏହା କହିବାରୁ ଏମାନେ ଦୁଇ ଡେଣାକୁ ଟେକି ଦିଅନ୍ତି ଓ ପିଲାଙ୍କୁ ବଡ଼ କଉତୁକ ଲାଗେ।] — [ଦ୍ର—ଏମାନେ78ଆଙ୍ଗୁଳ ଲମ୍ବ ଏ ପୋକ ଅନେକ ସମୟରେ ଡେଣାକୁ ଟେକନ୍ତି ଏବଂ ପିଲାମାନେ ଏମାନଙ୍କୁ ଦେଖି ପଚାରନ୍ତି—"ସମୁଦ୍ରରେ କେତେ ପାଣି?" ଏହା କହିବାରୁ ଏମାନେ ଦୁଇ ଡେଣାକୁ ଟେକି ଦିଅନ୍ତି ଓ ପିଲାଙ୍କୁ ବଡ଼ କଉତୁକ ଲାଗେ]