କାଠିଝଲକା Kāṭhijhalakā

  • ଦେ. ବି (ବାଣିଆଶନ୍ଦ) — ଉପର କାନର ସୁନା ଅଳଙ୍କାର— ବିଶେଷ (ଏଥିରେ ଥିବା ଫାସିଆରୁ ସୁନାର ସରୁ କାଠିମାନ ଝୁଲୁଥାଏ) — A kind of earring with pendants for the upper ear