କାଠିଖାଈ Kāṭhikhāī
- ଦେ. ବିଣ. ସ୍ତ୍ରୀ. (ଗାଳି) — ଯେ ସର୍ପଦଂଶନଦ୍ୱାରା ମରିବ — 1. (a term of abuse) (a woman) who will die of snake-bite
- ଦେ. ବିଣ. ସ୍ତ୍ରୀ. (ଗାଳି) — ସବ୍ୱାଖାଈ — Omnivorous (woman)
- ଦେ. ବିଣ. ସ୍ତ୍ରୀ. (ଗାଳି) — ମାଡ଼ୋଈ — Deserving a sound cudgelling
- ଦେ. ବିଣ. ସ୍ତ୍ରୀ. (ଗାଳି) — କୁଳଟା; ବେଶ୍ୟା; ଅସତୀ — Adulterous