କାଠିକାଠ Kāṭhikāṭhi

  • ଦେ. ବିଣ — କୌଣସି କାର୍ଯ୍ୟ କରିବାକୁ ପଶ୍ଚାଦ୍ପଦ ବା ପରାଙ୍ମୁଖ; କାଠ୍କାଠ — Wavering; hesitating to do a thing
  • ଦେ. ବିଣ — ଅସଂଖ୍ୟ — Countless