କାଠିଆ କଦଳୀ Kāṭhiā kadaḻī

  • ଦେ. ବି.—(ସଂ. କାଷ୍ଠ; କାଠ ପରି ଟାଣୁଆ ଓ ସ୍ୱାଦ— ହୀନ ଥିବାରୁ+କଦଳୀ) — ଏକଜାତୀୟ କଦଳୀ (ଯାହା ପାଚିଲେ ଲୋକେ ଖାଆନ୍ତି) — A class of plantain estable when ripe; banana