କାଠହାରିଆ Kāṭhahāriā

  • ପ୍ରାଦେ. (କଟକ) ବିଣ — କଟକ ଜିଲ୍ଲା କାଠହାର ନାମକ ଗ୍ରାମର ତନ୍ତୀମାନଙ୍କଦ୍ୱାରା ବୁଣା ହୋଇଥିବା ଉତ୍କୃଷ୍ଟ (ଲୁଗା) — (cloth) Woven by the weavers of Kāṭhahāra, a village in the district of Cuttack