କାଠନେକାର୍ Kāṭhanekār

  • ପ୍ରା. ଦେ. (ମେଦିନୀପୁର) ବି. (ସଂ. କାଷ୍ଠ+ନାକ୍କାର) — ଶୁଷ୍କ ବମନ; ଶୁଖିଲା ଅଇ; ଯେଉଁ ଅଇରେ ବାନ୍ତି ଆଦି ବାହାରେ ନାହିଁ — Dry retching without actual vomiting