କାଠ ଚିରିବା Kāṭha chiribā

  • ଦେ. କ୍ରି. — ବଡ଼ କାଠକୁ କୁରାଢ଼ି ଦ୍ୱାରା ସାନ ସାନ କରି ଜାଳ ପାଇଁ ହାଣିବା — To cut wood into chips for fuel with the axe
  • ଦେ. କ୍ରି. — କାଠ ଗଡ଼କୁ କରତଦ୍ୱାରା ଫାଳେଇବା — To saw a log