କାଟ୍କୁଟ୍ Kāṭkuṭ
- ଦେ. ବି. (ସହଚର) — ଲେଖା ଆଦି ସଂଶୋଧନ କରିବା ଉଦ୍ଦେଶ୍ୟରେ ଲେଖା ଉପରେ ଗାର ଟାଣିବା; କଟାକଟି — Scoring through old writings by way of correction
- ଦେ. ବି. (ସହଚର) — ଜମାନବନ୍ଦି ସମସ୍ତ ପୁନର୍ବାର ଥରେ ଶୁଣି ମୁନସିଙ୍କ ପରାମର୍ଶ ଅନୁସାରେ କାଟ୍କୁଟ୍ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ। ଫକୀରମୋହନ, ଛମାଣଆଠଗୁଣ୍ଠ।
- ଦେ. ବି. (ସହଚର) — ଅସ୍ତ୍ରଚିକିତ୍ସା — 2. Surgical operation
- ଦେ. ବିଣ. — ସଂଶୋଧନାର୍ଥ ଗାର ପକା ହୋଇଥିବା (ଲେଖା) କାଟକଟି ହୋଇଥିବା (ଲେଖା) — Scored through and corrected (writings)