କାଟୁ କରିବା Kāṭu karibā

  • ଦେ. କ୍ରି. — ଫଳପ୍ରଦ ହେବା — To be effectual
  • ଦେ. କ୍ରି. — ଲକ୍ଷ୍ୟ ବସ୍ତୁରେ ବାଜିବା; ଲକ୍ଷ୍ୟଭେଦ କରିବା — To hit the target; to answer the intended purpose