କାଟଲଗ୍ Kāṭlag

  • ବୈଦେ. ବି. (ଇଂ. କଟାଲୋଗ୍) — ପୁସ୍ତକାଗାର ବା ପୁସ୍ତକଭଣ୍ଡାରର ପୁସ୍ତକ ଲିଷ୍ଟ; ବହି ତାଲିକା — Catalogue of books in a library or bookshop
  • ବୈଦେ. ବି. (ଇଂ. କଟାଲୋଗ୍) — ଭଣ୍ଡାରର ବା ଦୋକାନରେ ଥିବା ପଣ୍ୟାଦିର ମୂଲ୍ୟ ତାଲିକା — Catalogue or price list of commodities in a shop or store