କାଞ୍ଜିକାଞ୍ଜିଆ Kān̄jikān̄jiā

  • ଦେ. ବି — ବନ୍ୟ ଲତାବିଶେଷ — A wild creeper; vitis Auriculata
  • ଦେ. ବି — [ଦ୍ର—ଏହାର ପତ୍ର ଚକା; ଗଣ୍ଠିକୁ ଗଣ୍ଠି ପେନ୍ଥା ପେନ୍ଥା କୋଳି ଧରେ। ଏହାକୁ କାଠବିଡ଼ା ବାନ୍ଧିବାରେ ଲଇ କରାଯାଏ; ଏହାର କଅଁଳ ଅଗକୁ ରାନ୍ଧି ଆମ୍ବିଳ ଓ ତିଅଣ କରାଯାଏ।]