କାଞ୍ଜିଆ Kān̄jiā

  • ଦେ. ବିଣ. (ସଂ. କାଞ୍ଜିକା) — ଯେ ବହୁତ କାଞ୍ଜି ଖାଏ — One who takes too much Kān̄ji
  • ଦେ. ବିଣ. (ସଂ. କାଞ୍ଜିକା) — କାଞ୍ଜିପରି ଖଟା — Acid or sour like Kān̄ji
  • ଦେ. ବିଣ. (ସଂ. କାଞ୍ଜିକା) — ପଚି ଯାଇଥିବା ବା ଭିତରର ପଦାର୍ଥ କାଞ୍ଜି ଭଳି ଗୋଳିଆ ହୋଇ ନଷ୍ଟ ହୋଇ ଯାଇଥିବା (ଡିମ୍ବ) — Addled (egg); rotten
  • ଦେ. ବିଣ. (ସଂ. କାଞ୍ଜିକା) — (ଲକ୍ଷଣାର୍ଥ) ବୃଥା; ନଷ୍ଟ — Spoiled
  • ଦେ. ବିଣ. (ସଂ. କାଞ୍ଜିକା) — (ଯଥା—ମୋର ଏତେ ପରିଶ୍ରମ କାଞ୍ଜିଆ ହୋଇଗଲା।)
  • ଦେ. ବି — ଏକଜାତୀୟ କ୍ଷୁଦ୍ର ମତ୍ସ୍ୟ — A kind of small fish