କାଞ୍ଚିବା Kān̄chibā

  • ଦେ. କ୍ରି — (ଦେହରେ ପୋଷାକ ଆଦି) କଣ୍ଠିବା; କିଛିବା — To test a dress or cloth on the body to see if it fits or is of proper length and breadth
  • ଦେ. କ୍ରି — ଖେଣ୍ଟିବା; ସଂକୁଚିତ କରିବା — To contract