କାଞ୍ଚିଆ Kān̄chiā
- ପ୍ରାଦେ. (ଯାଜପୁର) ବିଣ — ଛଉକା; କର୍ବୂର — Multicoloured
- ପ୍ରାଦେ. (ଯାଜପୁର) ବିଣ — ଛାପଛାପକିଆ; ଛପଛପକିଆ — Having patches of different colours on the body
- ପ୍ରାଦେ. (ଯାଜପୁର) ବିଣ — କହରା ବା କପିଳ ବର୍ଣ୍ଣବିଶିଷ୍ଟ — Brown; grey coloured
- ପ୍ରାଦେ. (ଯାଜପୁର) ବିଣ — ଶରୀରରେ ଧଳା ଛଉବିଶିଷ୍ଟ — Having patches of albino on the body; albinous
- ପ୍ରାଦେ. (ଯାଜପୁର) ବିଣ — କାଳିଚା (ଦେଖ) — Kāḻichā (See) (Haines)