କାଞ୍ଚନ Kān̄chana
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — ସ୍ୱର୍ଣ୍ଣ — Gold
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — (ଧଳା ଓ ନାଲି) କଞ୍ଚନ ଗଛ ଓ ଫୁଲ — A kind of red and white flowered tree; Bauhinia
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — ସମ୍ପତ୍ତି; ଧନ — Wealth; property
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — ଚମ୍ପାଫୁଲ — The champak flower (Mechelia champaha)
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — ହରିତାଳ — Yellow orpiment
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — ଏକଜାତୀୟ ଧାନ୍ୟ — A kind of yellow paddy
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — ନାଗେଶ୍ୱର ଗଛ — The Nāgeṡwara tree
- ସଂ. ବି. (କଞ୍ଚ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଆନ) — କଳା ଧାତୁରା — Thorn apple (of the violet variety)
- ସଂ. ବିଣ. (କାଞ୍ଚନ+ଅ) — ସ୍ୱର୍ଣ୍ଣମୟ — Golden
- ସଂ. ବିଣ. (କାଞ୍ଚନ+ଅ) — ସ୍ୱର୍ଣ୍ଣ ବା ହାରିଦ୍ରବର୍ଣ୍ଣବିଶିଷ୍ଟ — Yellow coloured