କାଞ୍ଚନୀ Kān̄chanī
- ସଂ. ବି. (କାଞ୍ଚନ+ସ୍ତ୍ରୀ. ଈ) — ହରିଦ୍ରା; ହଳଦୀ — Turmeric
- ସଂ. ବି. (କାଞ୍ଚନ+ସ୍ତ୍ରୀ. ଈ) — ସ୍ୱର୍ଣ୍ଣକ୍ଷୀରୀ ବୃକ୍ଷ — A kind of tree
- ସଂ. ବି. (କାଞ୍ଚନ+ସ୍ତ୍ରୀ. ଈ) — ଗୋରୋଚନା; ଗୋରୁଙ୍କ ପିତ୍ତକୋଷରେ ଥିବା ହଳଦିଆ ପଦାର୍ଥ — A yellow colouring matter found in the body of cows; a yellow matter found in the gall bladder of kine
- ସଂ. ବିଣ — ସ୍ୱର୍ଣ୍ଣପରି ରଙ୍ଗବିଶିଷ୍ଟ — Of golden colour