କାଞ୍ଚନଲତା Kān̄chanalatā

  • ସଂ. ବି (କାଞ୍ଚନ+ଲତା); (କବିକଳ୍ପନା) — ସ୍ୱର୍ଣ୍ଣଲତା ସଦୃଶ ଗୌରବର୍ଣ୍ଣା କୃଶଙ୍ଗୀ ସ୍ତ୍ରୀ — A poetical expression used to a fair complexioned female