କାଞ୍ଚନକଟକ Kān̄chanakaṭaka

  • ସଂ. ବି. (ମଧ୍ୟପଦଲୋପୀ; କାଞ୍ଚନନିର୍ମିତ କଟକ) — ସ୍ୱର୍ଣ୍ଣାଳଙ୍କାରବିଶେଷ — A kind of gold ornament
  • ସଂ. ବି. (ମଧ୍ୟପଦଲୋପୀ; କାଞ୍ଚନନିର୍ମିତ କଟକ) — ଲଙ୍କା; ସିଂହଳ — Ceylon
  • ସଂ. ବି. (ମଧ୍ୟପଦଲୋପୀ; କାଞ୍ଚନନିର୍ମିତ କଟକ) — ବିଚଳିତ କାଞ୍ଚନକଟକ କାଞ୍ଚ (ଉପରୋକ୍ତ ଦୁଇ ଅର୍ଥ)— ଭଞ୍ଜ, ବୈଦେହୀଶବିଳାସ।