କାଛୁ ମାରିବା

  • ଦେ. କ୍ରି — କାଛୁ ଆଦିକୁ ଚିପି ତହିଁରୁ ପୂଜ ବା ଜଳ ବାହାର କରିବା। (ଏହିପରି ଘିମିରି ମାରିବା; କୁଣ୍ଡିଆ ମାରିବା ହୁଏ।)