କାଛିବା Kāchhibā

  • ଦେ. କ୍ରି (ସଂ. କକ୍ଷ) — କାଛା ପିନ୍ଧିବା; କାଛା ଭିଡ଼ିବା — To wear a kāchhā or stripe of cloth tightly over the private parts
  • ଦେ. କ୍ରି (ସଂ. କକ୍ଷ) — କ୍ଷୁଦ୍ର ବସ୍ତ୍ର ପିନ୍ଧିବା — To wear a small piece of cloth
  • ଦେ. କ୍ରି (ସଂ. କକ୍ଷ) — ଲୁଗାକୁ ସୁନ୍ଦରରୂପେ ଅଙ୍ଗରେ ସଜ୍ଜିତ କରି ପିନ୍ଧିବା — To wear a cloth tastefully
  • ଦେ. କ୍ରି (ସଂ. କକ୍ଷ) — ବିଶଥ ହୋଇଛିରେ, ବାସ ପିନ୍ଧିଥାଉ ପରା କାଛି। କବିସୂର୍ଯ୍ୟ, କିଶୋରୀଚମ୍ପୂ ବ ଗୀତ।