କାଛାକାଛି Kāchhākāchhi

  • ପ୍ରାଦେ. (ମେଦିନୀପୁର) ବିଣ. (ତୁଳ ବଂ. କାଛାକାଛି) — ଅତି ନିକଟବର୍ତ୍ତୀ; ସନ୍ନିକଟ; ପରସ୍ପରର ନିକଟବର୍ତ୍ତୀ — Contiguous; near to each other