କାଚୁମାଚୁ Kāchumāchu

  • ଦେ. ଅ (ଧ୍ୱନ୍ୟନୁକରଣ) — କଞ୍ଚା ଟାଣୁଆ ଫଳ (ଯଥା—ମୂଳା କାକୁଡ଼ି) ଚୋବାଇବାରେ ଉତ୍ପନ୍ନ ଶ୍ରୁତିକଟୁ ଶଦ୍ଦ — Jarring or rough sound produced by chewing raw and hard fruits