କାଚାନ୍ତକ Kāchāntaka

  • ଦେ. ବିଣ. (କାଚ+ଅନ୍ତକ) (ବିଜ୍ଞାନପରିଭାଷା) — କାଚକୁ କ୍ଷୟ କରିବା ଶକ୍ତିଯୁକ୍ତ ରାସାୟନିକ ମୂଳ— ପଦାର୍ଥବିଶେଷ; ଫ୍ଳୋରିନ୍ — Fluorine (which eats into glass)