କାଚମାରିବା Kācha māribā

  • ଦେ. କ୍ରି — ଦେହରୁ ବଦରକ୍ତ ବାହାର କରିବା ନିମନ୍ତେ ମୁନିଆ କାଚଦ୍ୱାରା ଶରୀରରେ ରକ୍ତ ଜମିଥିବା ସ୍ଥାନ ବିଦ୍ଧ କରିବା ବା ଫୋଡ଼ିବା — To make an incision with a sharp pointed glass for the purpose of bleeding