କାଚ କାଗଜ Kācha kāgaja

  • ଦେ. ବି. — କ୍ଷୁଦ୍ର କ୍ଷୁଦ୍ର କାଚଗୁଣ୍ଡା ଅଠାଦ୍ୱାରା ଲଗା ହୋଇଥିବା କାଗଜ; ଶିରିସ୍ କାଗଜ — Sand paper
  • ଦେ. ବି. — [ଦ୍ର—ଏହା କାଠ ଓ ଧାତୁଦ୍ରବ୍ୟ ପାଲିସ କରିବାରେ ବ୍ଯବହୃତ ହୁଏ।]