କାଙ୍ଗୁଲା Kāṅgulā

  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ସ୍ୱର୍ଣ୍ଣ ରୌପ୍ୟାଦିର କୋଣବିଶିଷ୍ଟ କାରୁକାର୍ଯ୍ୟ— ବିଶେଷ — A kind of wavy filigree work of gold and silver jwellery
  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ଦେଉଳ ଆଦିରେ ତ୍ରିକୋଣାକାର ଚୂନ କାମ — A wavy sort of battlement
  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ତାକୁ ବେଢ଼ିଣ ପାଷାଣ ପ୍ରାକାର ବହୁ କାଙ୍ଗୁଲାମାନଙ୍କେ ସୁନ୍ଦର। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ଶାଢ଼ୀର ଧଡ଼ିରେ ବୁଣାଯାଇଥିବା ମୋଟ ସୂତାର କାରୁକାର୍ଯ୍ୟ — Ornamental thread-work woven on the border of a woman's cloth
  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ଦୁର୍ଗପ୍ରାଚୀର ମଧ୍ୟରେ ଥିବା ଉଚ୍ଚ ସ୍ଥାନ; ବୁରୁଜ ଏଥି ଉପରେ ଚଢ଼ି ଦୁର୍ଗସ୍ଥ ସୈନ୍ୟମାନେ ଶତ୍ରୁ ଉପରକୁ ଅସ୍ତ୍ର ନିକ୍ଷେପ କରନ୍ତି — Elevated structure on the ramparts of a fort
  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ପ୍ରାଚୀନ ପ୍ରାସାଦ ପ୍ରାକାରେ ବିସ୍ତାର କାଙ୍ଗୁଲାରେ ଦିବ୍ୟ ଯାନେ। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ଦୁର୍ଗ ପ୍ରଭୃତିର କାନ୍ଥରେ ଥିବା ରନ୍ଧ୍ର — Loop holes in the walls of forts
  • ବୈଦେ. (ଫା) ବି. (ଫା. କୁଙ୍ଗୁରା) — ଜଗିଥିଲେ ଦୈତ୍ୟଗଣ ଦ୍ୱାରେ ଅର୍ଗଳି ଦେଇଣ ଦେଖିଲେ କାଙ୍ଗୁଳାରେଣ କପି ସାହାଣ। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବି. (ସଂ. କଙ୍ଗୁ) — କାଙ୍ଗୁ 3 (ଦେଖ) — କାଙ୍ଗୁ3(ଦେଖ)Kāṅgu 3 (See)