କାଙ୍ଗାଳୁଣୀ Kāṅāḻuṇī

  • ଦେ. ବି. ଓ ବିଣ. (ସ୍ତ୍ରୀ) — କାଙ୍ଗାଳିନୀ (ଦେଖ) — Kāṅgāḻinī (See)
  • ଦେ. ବି. ଓ ବିଣ. (ସ୍ତ୍ରୀ) — ଫିଟିଯାଏ ଅଶ୍ରୁଉତ୍ସ ସହସ୍ର ଧାରାରେ ଅସମ୍ଭାଳେ ହେରି ତୋର କାଙ୍ଗାଳୁଣୀ ବେଶ। ଚିନ୍ତାମଣି, ବିକ୍ରମାଦିତ୍ୟ।