କାଙ୍କ୍ଷା Kāṅkshā

  • ସଂ. ବି. ସ୍ତ୍ରୀ. (କାଙକ୍ଷ ଧାତୁ=ଇଚ୍ଛା କରିବା+ଭାବ. ଅ+ ସ୍ତ୍ରୀ. ଆ) — ସ୍ପୃହା; ଇଚ୍ଛା; ଅଭିଳାଷ; ବାଞ୍ଛା — Desire; wish; hankering
  • ସଂ. ବି. ସ୍ତ୍ରୀ. (କାଙକ୍ଷ ଧାତୁ=ଇଚ୍ଛା କରିବା+ଭାବ. ଅ+ ସ୍ତ୍ରୀ. ଆ) — ଲୋଭ — Coveting. +. Coveting